Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Satyanarayan Sahoo

Abstract Romance Classics

3  

Satyanarayan Sahoo

Abstract Romance Classics

ମସଲା ବଜାର

ମସଲା ବଜାର

1 min
158


ଏବେ ଆଉ ନାହିଁ ଆଗ ଭଳି ଭଲ

ମିଳୁଛି ପ୍ରଚୁର ମାଲ

ବୋଝେଇ ହୋଇସେ ଯାଇ ବଜାରକୁ

ହୁଏ ପ୍ରବଳ ଗହଳ ।


ସେଥି ପାଇଁ ସବୁ ଦରବ ଦୋକାନୀ

କରି ଜରିରେ ପ୍ୟାକେଟ

ଚଞ୍ଚଳ ଚଞ୍ଚଳ ବିକି ଦେଉ ଥାନ୍ତି

ବସିକି ବଜାର ହାଟ ।


ମସଲା ବଜାର ଅଞ୍ଚଳ ବୁଲିଲେ 

ଦେଖିବ ଭଳିକି ଭଳି

ମସଲା ମାନ ଯେ ରହିଛି ବଜାରେ

ସଜାଇ ପ୍ୟାକେଟ ଜରି ।


ହଳଦୀ ଗୁଣ୍ଡ ଠୁ ତେଲ ଲୁଣ ଲଙ୍କା

ରସୁଣ ପିଆଜ ଅଦା

ଜିରା ପାଉଡର ଧାଣିଆ ମହୁରୀ

ଫୁଟଣ ଆଦିର ଖେଦା ।


ଗୁଲମରିଚ ଓ ଗୁଜୁରାତି ଆଉ

ଅଳେଇଚ ଡାଳ ଚିନି

ବାଦାମ ଲବଙ୍ଗ ଗୁଣ୍ଡ ମସଲା ଯେ

ଗରମ ମସଲା ପୁଣି ।



Rate this content
Log in

Similar oriya poem from Abstract