ମରୀଚିକା
ମରୀଚିକା
ପ୍ରେମିକ ସମାଦ୍ଧି ରେ ସ୍ମୃତି ପାଉଁସ ରେ
ତମେ ମଧୁଝରା ଜୋସ୍ନା ରେ
ମୁଁ କଣ୍ଟକିତ ମରୁଭୂମି ଅଙ୍କା ବଙ୍କା ରାସ୍ତାରେ
ତମ ପ୍ରେମ ତମ ସ୍ମୃତି ତମ ସପ୍ନ
ଖୁବ ଶସ୍ତା କିଣି ନେଲା କିଏ ଦୁଇ ଟଙ୍କା ରେ
ପ୍ରେମିକ ସମାଦ୍ଧି ରେ ସ୍ମୃତି ପାଉଁସ ରେ
ତମେ ମଧୁଝରା ଜୋସ୍ନା ରେ
ମୁଁ କଣ୍ଟକିତ ମରୁଭୂମି ଅଙ୍କା ବଙ୍କା ରାସ୍ତାରେ
ତମ ପ୍ରେମ ତମ ସ୍ମୃତି ତମ ସପ୍ନ
ଖୁବ ଶସ୍ତା କିଣି ନେଲା କିଏ ଦୁଇ ଟଙ୍କା ରେ