STORYMIRROR

Santosh Kumar Sahu

Abstract

2  

Santosh Kumar Sahu

Abstract

ମୋର୍ ମାଁ

ମୋର୍ ମାଁ

1 min
141

ମୋର୍ ମାଁ

ଲୁକବାର୍ ଲାଗି ଉଢାଲ୍ ଆଏ 

ବଅଁଚାବାର୍ କେ ଢାଲ୍ ଆଏ 

ସୁଖର୍ ଛଏଁରା ଡାଲ୍ ଆଏ 

ଅହରହ ଆଗେ ଠିଆ 

ମୋର୍ ମାଁ

ମୋର୍ ଲାଗି ଘରେଁ ଯୁକ୍ତି କରେ 

ଗାଲି ଖଏ ପଛେ ନାଇଁ ତ ଡରେ 

ଦୁଃଖ୍ ଦେଖି ମୋର୍ ନାଇଁ ଠଅଁରେ 

ମତେ ସବୁବେଲେଁ ଭାବେ ଛୁଆ 

ମୋର୍ ମାଁ

ନିଜେଁ ଭୁକେଁ ରହି ମତେ ଖୁଆସି 

ମୋର୍ ଲାଗି କେତେ ମିଛ୍ କହେସି

ମୁଇଁ ଯାହିଁ ଗଲେଁ ବାଟ୍ ଦେଖସି 

ଗାଁଖୁଲିଁ ହେଇ ଠିଆ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract