STORYMIRROR

Santosh Kumar Sahu

Inspirational

2  

Santosh Kumar Sahu

Inspirational

ଜୀବନ

ଜୀବନ

1 min
2.7K



କେବେ ଶ୍ୟାମଳ ଦୁବଘାସ ପ୍ରାନ୍ତ

ଥାଏ ଯହିଁ କୋମଳ ପରଶ

କେବେ କେବେ ରୁକ୍ଷ ମରୁଭୂମି

ଆଶା ଶୂନ୍ୟ ନୀରବ ନୀରସ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational