STORYMIRROR

Suresh chandra Padhy

Romance

3  

Suresh chandra Padhy

Romance

ମୋ ପ୍ରିୟା

ମୋ ପ୍ରିୟା

1 min
209


ମୋ ପ୍ରିୟା ପାଇଁ ମୋ ମନ ଝୁରୁଅଛି

କେତେ ଦୂରେ ମୋ ପ୍ରିୟା ଖୋଜି ନ ପାଉଛି

ପ୍ରିୟା ବିନା ଜୀବନଟା ଲାଗେ ଫିକା ଫିକା

ପ୍ରିୟା ବିନା ରହିଛି ଜୀବନେ ଏକା

ଫଗୁଣ ର ସାତ ରଙ୍ଗ ମତେ ଭଲ ଲାଗେ ନାହିଁ

ପ୍ରିୟା ସାଥେ ରଙ୍ଗ ଖେଳୁ ଥିଲି ନେଇ

ପ୍ରିୟା ତୁମେ କେବେ ମୋ ପାଖକୁ ଫେରି ଆସିବ

ତୁମ ପ୍ରିୟତମ ମୁଖେ ହସ ଫୁଟାଇବ

ପ୍ରିୟା ତୁମେ ମୋ ପାଇଁ ନିଷ୍ଠୁର ହେବ ନାହିଁ

ମୋ ପ୍ରିୟା ରହିବି ତୁମ ମୁଖ ଚାହଁି

ପ୍ରିୟା ତୁମ ପାଇଁ ପ୍ରତୀକ୍ଷା କରିଛି

ମୋ ମନରେ ଏବେ ବି ତୁମକୁ ରଖିଛି



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance