STORYMIRROR

Sumitra Nayak

Abstract Tragedy Classics

3  

Sumitra Nayak

Abstract Tragedy Classics

ମୋ କାଗଜ ମୋ କଲମ

ମୋ କାଗଜ ମୋ କଲମ

1 min
334

ହୃଦୟର ଗତିକୁ ରୋକିବାକୁ ଚାହେଁ

ଜୀବନ ର ଦିଗକୁ ବଦଳିବାକୁ ଚାହେଁ

ମୃତ୍ୟୁର ପ୍ରତେକଟି ମୁହୂର୍ତ୍ତ କୁ

ଉପଭୋଗ କରିବାକୁ ଚାହେଁ ମୁଁ

କରାଳ କାଳ ବୈଶାଖୀରେ

ଜୀବନ୍ ରୂପକ ପତ୍ରଟି ଝଡ଼ି ଯିବାକୁ ଚାହେଁ

ସ୍ତବ୍ଧ ରହି ନିଜର ଇଚ୍ଛା କୁ ଜାଳିବାକୁ ଚାହେଁ

ବଞ୍ଚିବାର ଲକ୍ଷ୍ୟ ବେ ରଙ୍ଗୀନ ଲାଗେ

କେହି ନିଜ ଖୁସି ପାଇଁ ମତେ ଚାହେଁ ତ

କିଏ ମୋତେ ଦୁରେଇ ଖୁସି ପାଏ

ନିଜ ଜୀବନ ରେ ଖୁସି ଖୋଜି ଚାଲେ

ଏ ସ୍ୱାର୍ଥି ମଣିଷ ନିଜ ଖୁସି ସାଉଁଟି ଚାଲେ

କେବେ କେହି ଭାବିଛ ଏ ମୂର୍ଚ୍ଛି ଯାଇଥିବା

ଫୁଲ ଟି କଣ ଚାହେଁ ତା ଖୁସି କଣ

ହା ହା ହା ହସ ହସ ଲାଗେ ମତେ

ଏ ମିଛ ଦୁନିଆରେ ବେଶ୍ ସ୍ଵାର୍ଥି ମିଳିଯାଉଛନ୍ତି

ବାସ୍ ଏକୁଟିଆ ଜୀବନ ହିଁ ଠିକ୍

କାହା ପ୍ରତି ଆଶା ଭରସା ନଥିବ କି

ଭାରସା ଭାଙ୍ଗିବା ର ଡର ନଥିବ

କେହି ଦୁରେଇ ଦବାର ଡର ନଥିବ କି

ନିଜର କରିବାର ଖୁସି ନଥିବ

ନିଜ ଜୀବନ କାଳ ମଧ୍ୟରେ ବାସ୍

ମୋ କାଗଜ କଲମ ମୋ ସାଥୀ ରେ ଥିବ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract