Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Murari Prasad Pasaet

Classics Inspirational Others

3  

Murari Prasad Pasaet

Classics Inspirational Others

ମୋ ଦୁହିତା

ମୋ ଦୁହିତା

1 min
190



   ସ୍ବର= କହଇ ମନ ଆରେ ମୋ ବୋଳ କର...


ମୋ= ମୋ କୁନିପରୀ ଦିନେ,ହେବ ଦୁହିତା.....=ତା

      ମୋ ମାନ ସନମାନ, କରିବ ଚିନ୍ତା....

      ମୋହ ମାୟା ସଂସାରେ, ନୋହି ପତିତା..

      ମୋ ଦେଶ ଜାତି ପାଇଁ ହେବ ବନ୍ଦିତା....

ଦୁ=  ଦୁଃଖୀ ରଙ୍କିଙ୍କ ପାଇଁଁ, ଗଢିଛି ବିହି.... .= ହି

      ଦୁବକୁ ଦାରୁ ଦିନେ କରିବ ସେହି...

      ଦୁଇ କୂଳକୁ ହିତା, ଦୁର୍ବଳା ନୋହି...

      ଦୁର୍ବଳ ବଳ ହୋଇ, ପୂଜିବ ମହି....

ହି=  ହିତ ଅହିତ ଚିନ୍ତା, କରିବ ହୃଦୁ... = ଦୁ

     ହିଆ ହାରିବ ନି ସେ, କେବେ ବିପଦୁ..

     ହିସାବ କରି "ପୂଣ୍ୟ,ପୋଥି"ର ପଦୁ...

     ହିନସ୍ତା ହେବନି ସେ କପଟ ଛନ୍ଦୁ....

ତା= ତାରିବ ତରିବ ସେ,ଝିଅ ପରା ମୋ....= ମୋ

     ତା ପାଇଁଁ ଝଟକିବ, ହୀନ ଭାଗ୍ୟ ମୋ....

     ତା'କୁ ସମର୍ପି ଆନେ..ପିତୃପ୍ରାଣ ମୋ...

     ତାତ୍ସଲ୍ୟରୁ ବଞ୍ଚିବ...ଝିଅ ନାହିଁ ମୋ...।

   


Rate this content
Log in

Similar oriya poem from Classics