STORYMIRROR

Prafulla Kumar Tripathy

Classics

2  

Prafulla Kumar Tripathy

Classics

ମୋ ଭାଷା ଓଡିଆ

ମୋ ଭାଷା ଓଡିଆ

1 min
152

ବହୁତ ବଢିଆ ମୋ ଭାଷା ଓଡିଆ

ମୋ ବୋଉ ମୁଖରୁ ଶୁଣେ

ସେ ମମତା ଡାକ ତା ସ୍ନେହ ସରାଗ

ଯେତେ ଦୁଃଖ ତାପ ହରେ

ବାଟରେ ଯେବେ ଝୁଣ୍ଟି ପଡେ ମୁଁ

ବୋଉ ହୁଏ ମୋର ସାହା

ମୋ କଣ୍ଠରୁ ବାହାରି ପଡେ ମା

ଆଜି କୋହଭରା କଣ୍ଠରେ

ମାଟି ମା, କୁ ଦିଏ ଡାକ

ଗୋଟିଏ ମା,ରକୋଟିଏ ସନ୍ତାନ

ରଖ ମାତୃୃୃୃୃୃୃୃୃଭାଷା ଟେକ

ଭାଷା ବଂଚିଲେ ଜାତି ବଂଚି ଥାଏ

ସମୟ ରହିଛି ସାକ୍ଷୀ

ଓଡିଆ ଭାଷାକୁ କୂଳେ ଆଣ ଟାଣି

ଦେଖିବ ଏ ନୟନ ଆକ୍ଷୀ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics