Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Satyanarayan Sahoo

Abstract Romance Action

3  

Satyanarayan Sahoo

Abstract Romance Action

ମୋ ଭାଇ ହାତ ରେ ବାନ୍ଧିବି ରାକ୍ଷୀ

ମୋ ଭାଇ ହାତ ରେ ବାନ୍ଧିବି ରାକ୍ଷୀ

1 min
196



ମୋ ଭାଇ ହାତ ରେ ବାନ୍ଧିବି ରାକ୍ଷୀ

 ଆସୁ ଅଛି ଏଇ ଗହ୍ମା ପୁନେଇଁ

କେତେ ସୁଖ ଖୁସି ଶାରଧା ନେଇ ।

 ଶାନ୍ତି ସନ୍ତୋଷ ରେ କରୁ ପାଳନ

ସାରା ଦେଶ ବାସୀ ଆନନ୍ଦ ମନ ।

ନାନା ପିଠା ପଣା ମିଠା ଖାଆନ୍ତି

ସଭିଏଁ ଏଇ ଉତ୍ସବ ମାନନ୍ତି ।

ଭଳି ଭଳି ରାକ୍ଷୀ ପସରା ମେଲି

ବଜାରେ ବସlନ୍ତି ରାକ୍ଷୀ ଦୋକାନୀ ।

 ଭଲ ରାକ୍ଷୀ ଟିଏ କିଣି ଆଣି ବି

ମୋ ଭାଇ ହାତ ରେ ତା ବାନ୍ଧି ଦେବି ।

ମୋ ଭାଇ ହାତ ରେ ବନ୍ଧିବି ରାକ୍ଷୀ

ଗହ୍ମା ପୂର୍ଣ୍ଣମୀ ରେ ଆହା କି ଖୁସି ।

ଭାଇ ର ହାତରେ ଭଉଣୀ ରାକ୍ଷୀ

ବାନ୍ଧି ଥାନ୍ତି ପାଳି , ଶାରଧା ରଖି ।

ଆମ ସଂସ୍କୃତି ରେ ପ୍ରସିଦ୍ଧ ଏଇ

ଆସେ କେତେ ଆଶା ସପନ ନେଇ ।



Rate this content
Log in

Similar oriya poem from Abstract