Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Suresh chandra Padhy

Abstract Inspirational

4  

Suresh chandra Padhy

Abstract Inspirational

ଶୁଦ୍ର ମୁନି ସାରଳା ଦାସ

ଶୁଦ୍ର ମୁନି ସାରଳା ଦାସ

1 min
315



ଯେତେ ବେଳେ ଓଡିଆ ଭାଷା ସଙ୍କଟ ରେ ଥିଲା

ହେ ମହା ମୁନି ତୁମର ଆବିର୍ଭାବ ହୋଇ ଥିଲା

ତୁମେ ଆମ ଭାଷା କୁ ସ୍ୱତନ୍ତ୍ର ପରିଚୟ ଦେଲ

ଆମ ଭାଷାକୁ ବଙ୍ଗାଳି ଙ୍କ ଠାରୁ ରକ୍ଷା କରି ଥିଲ

ଆମ ଭାଷା ବଞ୍ଚାଇବାକୁ ମାଆ ଙ୍କ ପାଖେ ଅଧିଆ ପଡିଲ

ସିଦ୍ଧେସ୍ଵର ପରିଡା ରୁ ଆଦି କବି ସରଳା ଦାସ ହୋଇଲ

ମାଘ ମାସ ତିଳ ସପ୍ତମି ରେ ତୁମ ମହା ପ୍ରୟାଣ ହୋଇଲା

ତୁମ ପାଇଁ ମାଆ ଙ୍କ ସରସ୍ଵତୀ ବେଶ ହୋଇଲା

ମାଆ ସରଳା ଙ୍କ ତୁମେ ବର ପୁତ୍ର ହୋଇଲ

ମାଆଙ୍କ କୃପା ଲାଭ କରି ସଂସ୍କୃତ ମହାଭାରତ କୁ ଓଡ଼ିଆ ରେ ଲେଖିଲ

ତୁମ ପାଇଁ ଏ ଉତ୍କଳ ମାଟି ଧନ୍ୟ ହୋଇ ଗଲା

ତୁମ ପରି ଭକ୍ତ ପାଇଁ ମାଆ ସରଳା ଙ୍କ ସରସ୍ବତୀ ବେଶ ହେଲା ll


Rate this content
Log in