Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Suresh chandra Padhy

Action

3  

Suresh chandra Padhy

Action

ଗଣ ତନ୍ତ୍ର ର ପର୍ବମତ ଦାନ

ଗଣ ତନ୍ତ୍ର ର ପର୍ବମତ ଦାନ

1 min
6



ଆସ ଭାଇ ଭୋଟ ଦେବା

ଭୋଟ ଦାନ ଅଧିକାର ଜାଣିବା

ଭୋଟ ଦେବାକୁ ଭୁଲିବା ନାହିଁ

ପାଞ୍ଚ ବର୍ଷ ରେ ସୁଯୋଗ ଆସିଛି ଭାଇ

ଉପଯୁକ୍ତ ଚିହ୍ନ ରେ ଭୋଟ ଦେଇ ଆସିବା

ଦେଶ ପାଇଁ ଯିଏ ଯୋଗ୍ୟ ଆମେ ଜାଣିବା

ଭୋଟ ଦେବା ଆମ ମୌଳିକ ଅଧିକାର 

ଭୋଟ ଦେଲେ ଆମ ଶାସନ ଚାଲିବ ଦେଶର

ଭୋଟ ଅଠର ବର୍ଷ ଠାରୁ ସଭିଏଁ ଦେବା

ନିଜ ମତ ଦାନ କରି ଶାସକ ବାଛିବା

ଭୋଟର ହୋଇ ଆମେ ମୋହର ମାରିବା

ଆମ ଅଧିକାର ଆମ ହାତ ରେ ଆସ ମତ ଦାନ କରିବା ।




Rate this content
Log in

More oriya poem from Suresh chandra Padhy