Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Suresh chandra Padhy

Inspirational

4  

Suresh chandra Padhy

Inspirational

ପ୍ରଭୁ ନୃସିଂହ ନାଥ

ପ୍ରଭୁ ନୃସିଂହ ନାଥ

1 min
5



ସତ୍ୟ ଯୁଗେ ପ୍ରଭୁ ନେଲ ଅବତାର

ଭକ୍ତ ପ୍ରହଲ୍ଲାଦ କରିଲେ ଭକ୍ତି ଅପାର

ତୁମେ ଭକ୍ତ ଜୀବନ ରକ୍ଷା କରି ଥିଲ

ଭକ୍ତ ପାଇଁ ତୁମେ ସ୍ତମ୍ଭ ରୁ ବାହାରିଲ

ତୁମେ ଭାବ କୁ ପ୍ରଭୁ ସର୍ବଦା ନିଜର

ଭକ୍ତ ପାଇଁ ତୁମେ ଭାବର ଠାକୁର

ଭକ୍ତ କେତେ ଦୁଃଖ କୁ ସହି ଗଲା

ତଥାପି ବିଶ୍ୱାସ ତୁମ ଠାରେରଖିଥିଲା

ବୈଶାଖ ମାସ ଶୁକ୍ଳ ଚତୁର୍ଦ୍ଦଶୀରେ ଆସିଲ

ଭକ୍ତ ରକ୍ଷା ପାଇଁ ଧରା ଧାମେ ପାଦ ଥାପିଲ

ହିରଣ୍ୟ କସ୍ୟପୁ କୁ ତୁମେ କରିଲ ବିଦାରଣ

ଭକ୍ତ ଙ୍କ ଭୟ ନାଶ କରି ଦିଅ ଶରଣ

ତୁମରି ପାଦ ପଦ୍ମ ରେ ଜଣାଏ କୋଟି ପ୍ରଣତି

ସକାଳ ଦୋଷ କ୍ଷମା କରିବ ମୁହିଁ ଆଜ୍ଞାନ ମତି

ସଂସାର କୁ ପ୍ରଭୁ ସତ୍ୟ ମାର୍ଗ ରେ ସର୍ବଦା ନେବ

ଶତ୍ରୁ ଠାରୁ ରକ୍ଷା କରି ନିର୍ଭୟ ପ୍ରଭୁ କରିବ ।।


Rate this content
Log in

More oriya poem from Suresh chandra Padhy