STORYMIRROR

Suresh chandra Padhy

Inspirational

4  

Suresh chandra Padhy

Inspirational

ପ୍ରଭୁ ନୃସିଂହ ନାଥ

ପ୍ରଭୁ ନୃସିଂହ ନାଥ

1 min
11


ସତ୍ୟ ଯୁଗେ ପ୍ରଭୁ ନେଲ ଅବତାର

ଭକ୍ତ ପ୍ରହଲ୍ଲାଦ କରିଲେ ଭକ୍ତି ଅପାର

ତୁମେ ଭକ୍ତ ଜୀବନ ରକ୍ଷା କରି ଥିଲ

ଭକ୍ତ ପାଇଁ ତୁମେ ସ୍ତମ୍ଭ ରୁ ବାହାରିଲ

ତୁମେ ଭାବ କୁ ପ୍ରଭୁ ସର୍ବଦା ନିଜର

ଭକ୍ତ ପାଇଁ ତୁମେ ଭାବର ଠାକୁର

ଭକ୍ତ କେତେ ଦୁଃଖ କୁ ସହି ଗଲା

ତଥାପି ବିଶ୍ୱାସ ତୁମ ଠାରେରଖିଥିଲା

ବୈଶାଖ ମାସ ଶୁକ୍ଳ ଚତୁର୍ଦ୍ଦଶୀରେ ଆସିଲ

ଭକ୍ତ ରକ୍ଷା ପାଇଁ ଧରା ଧାମେ ପାଦ ଥାପିଲ

ହିରଣ୍ୟ କସ୍ୟପୁ କୁ ତୁମେ କରିଲ ବିଦାରଣ

ଭକ୍ତ ଙ୍କ ଭୟ ନାଶ କରି ଦିଅ ଶରଣ

ତୁମରି ପାଦ ପଦ୍ମ ରେ ଜଣାଏ କୋଟି ପ୍ରଣତି

ସକାଳ ଦୋଷ କ୍ଷମା କରିବ ମୁହିଁ ଆଜ୍ଞାନ ମତି

ସଂସାର କୁ ପ୍ରଭୁ ସତ୍ୟ ମାର୍ଗ ରେ ସର୍ବଦା ନେବ

ଶତ୍ରୁ ଠାରୁ ରକ୍ଷା କରି ନିର୍ଭୟ ପ୍ରଭୁ କରିବ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational