STORYMIRROR

Nirupama Naik

Romance

3  

Nirupama Naik

Romance

ମନର ମଣିଷ

ମନର ମଣିଷ

1 min
11.7K


ମୁଁ କିଏ ମୁଁ ଭୁଲିଗଲି

ତୁ କିଏ ଜାଣିଲା ପରେ

ମୋ ଅସ୍ତିତ୍ୱ ଲିପ୍ତ ତୋ ଭିତରେ

ତୋ ସାଥେ ଦିନ ରାତି ସରେ

ତୁ ଅମାନିଆ ମେଘ ବରଷା

ହେଲେ ମୁଁ ଅବୁଝା ନଈ କୁଳ

ତୁ ଝରୁଥିବୁ ଯେତେ ପୁରି ଉଠିବି

ମୁଁ ଏ ତ ଭଲପାଇବା ର ମୁଳ

ତୁ ଦିଗମ୍ବର ସାଜି

ଜୀବନରେ ମୋର ଅନ୍ଧକାର ହଟାଇଲୁ

ଘନ ଜଙ୍ଗଲରେ ବାଟବଣା ଥିଲି

ତୁ ବାଟ ଦେଖାଇଲୁ

ତୁ ଚନ୍ଦ୍ର ସାଜି ରୂପେଲି ରଙ୍ଗିଲୁ ଫିକା ଜୀବନକୁ ମୋର

ମୋର ମନ ସାଜେ

ତୋ ଘର ଅଗଣା ମନ ମଣିଷ

ତୁ ମୋର...।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance