STORYMIRROR

Gitanjali Pujapanda

Classics

4  

Gitanjali Pujapanda

Classics

ମନକଥା

ମନକଥା

1 min
200

ସମୟ ଅସମୟ ଇଚ୍ଛା ହୁଏ ଲେଖିଦିଅନ୍ତି 

ମନ ର ସବୁ କଥା କୁ ଶବ୍ଦ ରେ ସଜେଇ।

ମନ ଯଦି ହୁଏ ବତୁଳ ପ୍ରାୟ ହୃଦୟ 

କଥା କୁ ଭାଷା ପାଏ ନାହିଁ।

ମନ କଥା ସବୁ ମନେ ରହିଯାଏ ଲୁହ ଆଉ 

କୋହ ସହିତ ମିଶି ଯାଇ।

କେହି ଯଦି ଆପଣା ର ଲୋକ ଟି ଦୁଃଖ 

ଦିଏ ଦୁଃଖ ର ଗଭୀରତା ବେଶି ଥାଏ ।

ଦୁଃଖ ର ଗଭୀରତା ଯଦି ମପାଯାଏ 

ମନ ଆହୁରି କ୍ଷତ ବିକ୍ଷତ ହୁଏ ।

ମନକଥା ଖାଲି ଆପଣାର ଲୋକଟି

ପାଖେ କହି ହୁଏ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics