STORYMIRROR

Sunanda Mohanty

Abstract

2  

Sunanda Mohanty

Abstract

ମୀନ

ମୀନ

1 min
2.9K

ଶୁଭୁନାହିଁ ଆଉ କୋଇଲି ସ୍ୱର 

ପ୍ରକୃତି ଦେଖିଲେ ଲାଗୁଛି ଡର 

ତଥାପି ସ୍ନେହ ଓ ମମତା ଭିତରେ 

ପାହାଡି ନଈରୁ ବହୁଛି ସ୍ଵଛ ଝର 

ସେଇ ଝରରେ ମୀନ ମାଛର 

ଆତାପି ଜୀବନ କେତେ ମାତର 

ମନ ବୋଲି ତାର ଅଛି କିନାଇଁ 

ମୁଁ ଜମା କାଇଁ ଜାଣିପାରୁ ନାଇଁ 

କେମିତିକହିବି ଶୁଣିବକଥାମୋହର 

ମୀନରେ ମୀନ ତୁ ସଦା ଫରଫର 

ହେଲେ ମୁଁ ଦେଖୁଛି ସାଗର ଗଭୀର 

ଭିତରେ ଖେଳୁଛୁ ଜୁଆର ଘେର 

ସେଇ ମୀନ ତୁହି ବାଇଶି ପାହାଚେ 

ଖେଳିବୁ ବୋଲି କି ଲାଗୁଛି ଭାରି ଡର 

ମାଳିକା ବଚନ ନହେଉ ସତ୍ୟ ବେଭାର 

ଫେରିଯା ମୀନ ସାଗରକୁ ଅବା ତୋଘର 

ଯେଉଁଠି ପଡିଛି ଜୋର ଓ ଝର.


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract