Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kalandi pal

Inspirational

3  

Kalandi pal

Inspirational

ମହିମା ତୁମର

ମହିମା ତୁମର

1 min
179


ମହିମା ତୁମର       ଅଟଇ ଅପାର

    ଆହେ ବଇକୁଣ୍ଠ ବାସୀ

ଭକତି ଭକତି     ବଡ ଦାଣ୍ଡ ବାସେ

    ଶ୍ରୀ ହସ୍ତେ ବାସେ ତୁଳସୀ ।


ଗଳାରେ ଦୟଣା   ମହ ମହ ବାସେ

     ଶ୍ରୀ ଅଙ୍ଗେ ଚନ୍ଦନ ବାସ

ତୁମ ନାମ କର୍ଣ୍ଣ     କରିଲେ ଶ୍ରବଣ

     ଝରୁଥାଏ ଭକ୍ତି ରସ

ହସରୁ ଝରଇ      ମୁକୁତାର ବାସ

      ସଦା ହସୁଥାଅ ବସି ।


ଅଗରୁ ଚନ୍ଦନ    ବେଢ଼ା ବାସୁଥାଏ

    ଶ୍ରୀ ପଦରୁ ମକରନ୍ଦ

ଆନନ୍ଦ ବଜାରେ  ମହ ମହ ବାସେ

     ତୁମ ଶ୍ରୀ ମହାପ୍ରସାଦ

ଭକ୍ତର କାମନା   ଭକ୍ତି ରସେ ସିନା

     ପୂର୍ଣ୍ଣ କର ହସି ହସି ।


Rate this content
Log in

Similar oriya poem from Inspirational