STORYMIRROR

Pramila Mohanty

Inspirational

3  

Pramila Mohanty

Inspirational

ମହାଳୟା

ମହାଳୟା

1 min
55


ଶାସ୍ତ୍ରେ ବର୍ଣ୍ଣିତ ମହାଳୟା

ଶାଦ୍ଧେପିତୃ ପୁରୁଷ ସନ୍ତୋଷ

ହୁଅଇ ମହାକାଳ ମାଙ୍କ

   ଆର୍ବିଭାବ

ଘରେ ଘରେ ପୁରେ ପୁରେ

ପାଳନ୍ତି ସର୍ବେ ପୋଲରୀ

ଓଷା ବ୍ରତ ହୋଇଣ ହରଷ

  ଚିତ୍ତ

ସାତ ଘରୁ ମାଗି ଆଶିଣ

ଚାଉଳ କୁଟି ତାକୁ 

କରନ୍ତି ପିଠା ସତ୍ତ୍ବର

କଖାରୁ ପତ୍ରରେ

ବାଢନ୍ତି ନୈବେଦ୍ୟ

ବଢାହୁଏ ପୁଣି ସାତ

ଶାଗ ସାତ ପନିପରିବାର

ତିଅଣ ତା, ସାଙ୍ଗକୁ କଦଳୀ

କମଳା ବଢା ହୂଏ

ମହାଙ୍କାଳଙ୍କ ସମିପ

କଖାରୁ ପତ୍ରରେ ଛୁଆଙ୍କୁ

ଗଡାଇ ମହାଙ୍କାଳ ଙ୍କୁ

ସୂମରି ମରାଯାଏ ଛାଟ

ଅଟଇ ଏହା ପୂଜାର 

   ନିୟମ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational