Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Raja Sekhar CH V

Abstract Classics Inspirational

3  

Raja Sekhar CH V

Abstract Classics Inspirational

ମହାବିଦ୍ୟା ମହାକାଳୀ

ମହାବିଦ୍ୟା ମହାକାଳୀ

1 min
169


ମହାଦେବୀ ମହାମାୟାଙ୍କର କେତେ ଯେ ରମ୍ୟ ସୁରମ୍ୟ ଦିବ୍ୟରୂପ,

ମାଁଆ ଶ୍ୟାମାକାଳୀ ହେଉଛନ୍ତି ମହାଦେବ ସଦାଶିବଙ୍କର ଶକ୍ତିସ୍ୱରୂପ,

ଦକ୍ଷଯଜ୍ଞ କାଳରେ ଦେବୀ ସତୀ ନିୟନ୍ତି ଶକ୍ତିଶାଳୀ କୃଷ୍ଣକାୟା ସରୂପ,

ଚଣ୍ଡାସୁର ବଧ ଦ୍ୱାରା ଆଦିପରାଶକ୍ତି ପରମଶକ୍ତି ସଂହାର କରନ୍ତି ପାପ |୧|


ମାଁ ମହାବିଦ୍ୟା ମହାକାଳୀଙ୍କ ଅଭୟଦାନ ଆଶ୍ୱାସ୍ୟ ଆଶିଷ ଅତ୍ୟନ୍ତ ଅପରୂପ,

ଓଡ୍ର ଅଞ୍ଚଳର ସାଳନ୍ଦୀ ତଟିନୀ ତଟେ ସ୍ଥିତ ଅଛି ଜୟଦେବୀ ଜଗନ୍ମାତାଙ୍କ ରୂପ,

ଭଦ୍ରକ ଅଧିଷ୍ଠାତ୍ରୀ ଅଧିଦେବୀ ଭଦ୍ରକାଳୀ ଯେ ଚତୁର୍ଭୁଜାଙ୍କ ଅନ୍ୟତମ ଅନୁରୂପ,

କାର୍ତ୍ତିକ ଅମାବାସ୍ୟା ମହାନିଶାରେ ପୂଜା ପାଆନ୍ତି ତାଙ୍କ ସୁନ୍ଦର ସୁରୂପ ପ୍ରତିରୂପ ।୨|


Rate this content
Log in

Similar oriya poem from Abstract