STORYMIRROR

Gyanaranjan Sahoo

Romance

3  

Gyanaranjan Sahoo

Romance

ମଧୁବର୍ଣ୍ଣା

ମଧୁବର୍ଣ୍ଣା

1 min
13.8K


ମଧୁବର୍ଣ୍ଣା

ଆସିଥିଲ ଏ ଜୀବନେ

ଅମାରାତି ଚିରି

ଘନଘୋର ବାଦଲକୁ ଠେଲି,

ମଧୁବର୍ଷା ଆଣିଥିଲ ଧରି 

ଅଖୋଜା ଅଲୋଡ଼ା ଭଗ୍ନ ସାରଙ୍ଗୀରେ

ସୃଷ୍ଟି କଲ ସାତସୂରର ରାଗିଣୀ,

ସଂସାରର ଦାବାନଳେ ହସ ଭରି

ସଜାଡ଼ିଲ ନୀଡ଼ଟିଏ ଆକାଶକୁ ଟାଣି,

ଯୋଡ଼ି ପ୍ରେମ ଖିଅ

ତୁମ ମନରେ ଟଙ୍କାରି ।

 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance