STORYMIRROR

Gyanaranjan Sahoo

Abstract Classics Others

3  

Gyanaranjan Sahoo

Abstract Classics Others

ଜୀବନ ରାଗ ୩୪

ଜୀବନ ରାଗ ୩୪

1 min
200

     

ଅସତ୍ ଉପାୟେ ଯେତେ କମେଇଲେ

ମାଟିରେ ସବୁ ମିଶଇ

କୋଠାବାଡ଼ି ଗାଡ଼ି ଯେତେ କରିଗଲେ

କଳଙ୍କ କି ଯିବ ଧୋଇ ।


ଦୁନିଆ ଦାଣ୍ଡରେ ଭିକାରୀ କହୁଛି

ଦେଖ ! ଚୋର ଯାଉଅଛି ଭାଇ

ଅଲାଜୁକ ମୁହେଁ ଉଠେ ଖଡ଼ା ଗଛ

ଚାଲେ ଧୋବ ଧାଉଳିଆ ହୋଇ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract