STORYMIRROR

Gyanaranjan Sahoo

Abstract Classics Others

4  

Gyanaranjan Sahoo

Abstract Classics Others

ଜୀବନ ରାଗ ୩୩

ଜୀବନ ରାଗ ୩୩

1 min
246

       


ଜୀବନରେ ଯଦି ମଣିଷ ନ ହେଲୁ

ବିଦ୍ୟା ବୁଦ୍ଧି ବଳ ଥାଇ

ଠକ ଲାଞ୍ଚ ମିଛ ପାରିବାପଣିଆ 

ବଂଶ ଗାରିମାରେ ଚୂନ କାଳି ବୋଳୁଥାଇ ।


କାଳିମା ଭିତର ଧୃଷ୍ଟ କଳାକାର

ଲଙ୍କା ବି ଶ୍ରୀହୀନ ହୋଇ

ଶକୁନି ବିଚାର କଳ କୌଶଳକୁ

ଅମୃତ ମଣୁଛୁ ବିଷ ବୃକ୍ଷଟିଏ ହୋଇ ।



Rate this content
Log in

Similar oriya poem from Abstract