STORYMIRROR

Sudipta Behera

Romance

4  

Sudipta Behera

Romance

ମଧୁ ସଞ୍ଜ

ମଧୁ ସଞ୍ଜ

1 min
22.1K

ମଧୁର ଏଇ ସଞ୍ଜ ଲଗନେ

ମନେ ପଡ଼େ ସ୍ମୃତି ନୟନେ

ପ୍ରତିଲିପି ପ୍ରେମ କଥନେ

ତୁମେ ଆସ ଧୀରେ ଗୋପନେ I


ଝିମା ଝିମା ନୀଳ ଗଗନେ

ମିଟି ମିଟି ତାରା ନୟନେ

ମିଠା ମିଠା ବାସ୍ନା ସୁଗନ୍ଧେ

ତନୁ ମନ ପ୍ରାଣ ଜଡିତେ l


ଜହ୍ନର ଶୀତଳ ଜୋଛନା

ସଞ୍ଜୁଆ ଗୀତର ମୂର୍ଚ୍ଛନା

ଅଲରା କେଶର ଗହନେ

ପ୍ରୀତି ଓଠ ତୁମ ଚୁମ୍ବନେ I



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance