STORYMIRROR

Mr.GAGAN BIHARI NAYAK

Horror Action Fantasy

3  

Mr.GAGAN BIHARI NAYAK

Horror Action Fantasy

ମାୟା ସଂସାର------------------

ମାୟା ସଂସାର------------------

1 min
406


କେହି ନୁହେଁ କାହାର 

ଏମାୟା ସଂସାର

ଆପଣା ହୁଅଇ ପର

ରକତ ହୁଅଇ ଦୂର

ଭଙ୍ଗା ଗଢା ଦୁନିଆଁର

ଏ'କି ବେଭାର ।


ହଜି ଯାଏ ପାଶେ ଥାଇ 

ଆପଣା କେହି

ଆପଣାକୁ ଖୋଜୁଥିଲେ

ମିଳେନା କାହିଁ

ସଂସାରର ନୀତି ଏତ ଚମତ୍କାର

ପୁଅ ଖାଉଥିଲେ ବାପ ଚାହିଁବା ସାର ।


ସମୟ କାହାର ବିତେ

ଅୟସ ସାଥେ

କାହାଦିନ ଯାଏ ବିତି 

ଅସରା ରାତେ

କେହି ମୁଣ୍ଡ କୋଡିଏ ହୁଏ

କାହାକୁ ସମ୍ପର୍କ ଦିଏ ହସ ଖୁସିର ।


Rate this content
Log in

Similar oriya poem from Horror