STORYMIRROR

rasmi maye pati

Inspirational

3  

rasmi maye pati

Inspirational

ମାଟି ଘର

ମାଟି ଘର

1 min
165



ମାଟି ଘର ତୃପ୍ତି ଛାତ ଘରେ କାହିଁ

ଶାଗ ପଖାଳରେ କେଡେ ଆତ୍ମ ତୃପ୍ତି

  ମାଂସ ବିରିୟାନି ଦେଇ ପାରେ ନାହିଁ।। 


ଖରା ଦିନେ ଥଣ୍ଡା ରାତିରେ ଆରାମ

ନିଦାଘ ର କଷ୍ଟ ଜାଣି ହୁଏ ନାହିଁ 

  ଲାଗେ ସତେ ଯେ ହ୍ନେ ସରଗ ଭୁବନ।। 


ଚାଷୀ ମୂଲିଆଙ୍କ ଅଟେ ପ୍ରାଣ ଧନ

ସରଗର ସୁଖ ପାଆନ୍ତି ସେଠାରୁ

  ଶୋଇ ଯାଆନ୍ତି ସତେ କେଡେ ଚିନ୍ତା ଶୂନ୍ୟ।।।


ନିଜ ହସ କାନ୍ଦ ସଦା ଭୁଲି ଯାଏ

ସାରା ସଂସାରକୁ ଦିଏ ଯେ ଆନନ୍ଦ

 ମାଟି ଘରେ ତାର ଜୀବନ ବିତାଏ।।।


ସେ ମହା ମାନବ କୃଷକ ସଂସାର

ଧନ୍ୟ ଧନ୍ୟ ତାର ତ୍ୟାଗ ବଳିଦାନ

  ଧନ୍ୟ ତୋ ସମ୍ପଦ ଧନ୍ୟ ମାଟି ଘର।।।



Rate this content
Log in

Similar oriya poem from Inspirational