Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bharatabandhu Biswal

Inspirational Children

3  

Bharatabandhu Biswal

Inspirational Children

ମାଆ ଗୋ ମମତାମୟୀ

ମାଆ ଗୋ ମମତାମୟୀ

1 min
335



ମାଆ ଗୋ ମମତାମୟୀ

  ଜନନୀ ମୋର

ପାଦପଦ୍ମେ କରୁଛି ମାଆ

  କୋଟି ଜୁହାର ।


ସର୍ବ°ସହା ମାଆ ତୁମେ

  କରୁଣାର ମୂରତି

ଜନନୀ ମାଆ ଜନ୍ମଭୂମି

  ପୂଣ୍ୟମୟୀ ଧରିତ୍ରୀ

ତୋର ପାଦଧୂଳି ଲାଗି 

   ମୋ ମଥା ଉଜ୍ଜ୍ୱଳ ।

ମାଆ ଗୋ ମମତାମୟୀ ----


ତୁ ତ୍ୟାଗ ତପସ୍ୟାର

  ପ୍ରାଣମୟୀ ଶକତି

ଜଳୁ ତିଳ ତିଳ ହୋଇ

  ସଳିତାଟି ପରିକି

ମୋ ସୁଖ ସମ୍ପଦ ଶୀରି

  ତୁ ମୂଳ ଆଧାର ।

ମାଆ ଗୋ ମମତାମୟୀ----


ତୋ ଓଠର ହସ ଟିକେ

  ତୋର ଶୁଭ ମନାସ

ଜୀବନେ ମୋ ଭରିଦିଏ

  ଆନନ୍ଦ ଓ ଉଲ୍ଲାସ

ଅମୃତ ତୋ ସ୍ନେହଶ୍ରଦ୍ଧା

  ଅଭୟ ତୋ କୋଳ ।

ମାଆ ଗୋ ମମତାମୟୀ----


ତୁ ଏକା ସାହା ମାଆ

  ତୁ ଅଟୁ ଭରସା

ତୋର ପଦେ ଗତିମୁକ୍ତି

  ଆଲୋକ ତୁ ଆଶା

ତୋ ପାଦରେଣୁ ତଳେ

  ସ୍ୱର୍ଗସୁଖ ସମ୍ଭାର ।

ମାଆ ଗୋ ମମତାମୟୀ ---



Rate this content
Log in

Similar oriya poem from Inspirational