STORYMIRROR

Suresh chandra Padhy

Inspirational

3  

Suresh chandra Padhy

Inspirational

ମା ସ୍କନ୍ଦ ମାତା

ମା ସ୍କନ୍ଦ ମାତା

1 min
353


ଜୟ ମା ସ୍କନ୍ଦ ମାତା ଘେନ ମୋର ଭକ୍ତି

ଭରି ଦିଅ ତନ ମନରେ ମୋହର ଶକ୍ତି ।


ତୁମେ କର୍ତିକେୟ ଙ୍କ ମାତା ହୋଇଲ

ତୁମରି କୋଳରେ ଧାରଣ କରିଲ ।


ତୁମକୁ ପୁଜିଲେ ରୋଗ ହୁଏ ଦୂର

ମୋତେ ମାଆ ତୁମେ କରୁଣା କର ।


ତୁମେ ପଦ୍ମାସନରେ ବିରଜିତ ହୋଇ ଅଛ

ଅଭୟ ବର ମା ଭକ୍ତ ଙ୍କୁ ଦେଉଛ ।


ପଦ୍ମ ଫୁଲ କୁ ହାତରେ ଧରିଅଛ

ଚତୁର୍ଭୁଜା ହୋଇ ଦର୍ଶନ ଦେଉଛ ।


ତୁମରି ଆଶିଷ ଢାଳି ଦିଅ ଜଗତ କୁ

ଦୂର ହେଉ ଭୟ, ନିର୍ଭୟ କର ମହି କୁ ।


Rate this content
Log in

Similar oriya poem from Inspirational