STORYMIRROR

Anupama Sahu

Tragedy

2  

Anupama Sahu

Tragedy

ଲୁହ

ଲୁହ

1 min
128

ମନର ସବୁଯାକ ଦୁଃଖକୁ 

ଧୋଇ ନେଇ ଝରୁଛୁ ତୁ

ଲୁହର ବର୍ଷା 

ସେଇମିତି ଝରୁଥାଆ ,

ପ୍ରିୟ ବିିରହର  ଅର୍ନ୍ତଦାହ 

ଲିଭିବା ପର୍ଯ୍ୟନ୍ତ 

ଆଖି ଚିିିରି ଗାଲର ଛାତିରେ 

ଚୁପ୍ ଚାପ୍ ଅନବରତ 

ତୋ ଇଚ୍ଛାରେ ଝରୁଥାଆ। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy