STORYMIRROR

Parameswar Ojha

Fantasy

2  

Parameswar Ojha

Fantasy

ଲୋଭ

ଲୋଭ

1 min
436


ତୁମେ ତୁମ ରୂପ ଲାବଣ୍ୟର ଅହଙ୍କାରରେ ବୁଡିରୁହ

ମୁଁ ସେଇ ରୂପରେ ମୋହିତ ହୋଇ 

ଲୋଭାତୂର ହୁଏ ଥରକୁ ଥର

ଭୁଲ୍ କିଛି ନାହିଁ

ତୁମେ ଯାହାକୁ ସଯତ୍ନେ ତମ ଠାରେ ଭରପୁର ଖଞ୍ଜିଛ

ସେଥିପାଇଁ ତ ତମ ଠାରେ ଦୃଷ୍ଟି ପଡ଼ିବା ସ୍ବାଭାବିକ ।

ହେଲେ ଫରକ୍ ଏତିକି 

ତମ ସିନ୍ଥି ଖାଲି ନାହିଁ ଆଉ ମୋ ହୃଦୟର 

ପ୍ରତିଟି କୋଣରେ ଖାଲି ତୁମେ ହିଁ ତୁମେ ।


Rate this content
Log in

Similar oriya poem from Fantasy