Parameswar Ojha
Abstract Others
ହସକୁ କେବେ ପଚାରିବନି ଲୁହର ଠିକଣା
ଲୁହକୁ କେବେ ପଚାରିବନି ଓଠର ଯନ୍ତ୍ରଣା
ସମସ୍ତଙ୍କ ପାଇଁ କିଛିନା କିଛି କଷ୍ଟ ଥାଏ ସାଥି
ଚାଲ ନା ଆମେ ହସିହସି ବଞ୍ଚିଯିବା
ବାଛି ନେଇ ଆମ ଦୁଃଖ ସୁଖର ଅଗଣା
କିଏ ଜାଣେ ଏ ମୁହୂର୍ତ୍ତର ଖୁସି
ଟିକେ ପରେ ହୋଇ ସାରିଥିବ ବାଟବଣା
ସମର୍ପଣ
ପାରିବ ତ ?
ସ୍ମୃତିରେ ତୁମେ
ହେଲେ ତୁମେ କୁହ
ସନ୍ଦେହ
ଲୋଭ
କିଏ ଜାଣେ
ମୋ ବୋଉ
ତୁମ ସହ ବନ୍ଧୁ ...
କଷ୍ଟ
ସୀମାହୀନ ପୁଣି ସୀମିତ ପ୍ରଭୁ ମୋ ଅସୀମ ଅନନ୍ତ। ସୀମାହୀନ ପୁଣି ସୀମିତ ପ୍ରଭୁ ମୋ ଅସୀମ ଅନନ୍ତ।
ବାହୁଡ଼ା ଯାତ୍ରା ବାହୁଡ଼ା ଯାତ୍ରା
ବର୍ଷା ଗୋ ତୁମେ ବର୍ଷା ଗୋ ତୁମେ
ଲିଳାମୟଙ୍କର ଏତ ଦିବ୍ୟ ଲୀଳା ଦରଶନେ ହୁଏ ଉଣା ଏ ଭବ ଜ୍ବାଳା ଲିଳାମୟଙ୍କର ଏତ ଦିବ୍ୟ ଲୀଳା ଦରଶନେ ହୁଏ ଉଣା ଏ ଭବ ଜ୍ବାଳା
ଅନାଲୋଚିତ ପୃଷ୍ଠା ଅନାଲୋଚିତ ପୃଷ୍ଠା
ଛୁଆଁ ଅଛୁଆଁ ଭେଦଭାବକୁ ଭୁଲି କରିବ ଜଗତ ହିତ ପାପ ତାପ ନାଶି ମଣିଷ ଜୀବନ ସାର୍ଥକ କରିବ ମିତ। ଛୁଆଁ ଅଛୁଆଁ ଭେଦଭାବକୁ ଭୁଲି କରିବ ଜଗତ ହିତ ପାପ ତାପ ନାଶି ମଣିଷ ଜୀବନ ସ...
ଜୀବନ ଏକ ମାନସାଙ୍କ ଜୀବନ ଏକ ମାନସାଙ୍କ
ଚୁପ୍ ଚାପ୍ କିମ୍ପା କାନ୍ଦୁ ଲୋ ସଜନା? ଚୁପ୍ ଚାପ୍ କିମ୍ପା କାନ୍ଦୁ ? ଚୁପ୍ ଚାପ୍ କିମ୍ପା କାନ୍ଦୁ ଲୋ ସଜନା? ଚୁପ୍ ଚାପ୍ କିମ୍ପା କାନ୍ଦୁ ?
ଲୋକତନ୍ତ୍ର ! ଲୋକତନ୍ତ୍ର !
ରେ ମନ ଏ ଦେହ ନଶ୍ଵର ତୁ କିନ୍ତୁ ଈଶ୍ୱର ଚାହିଁଲେ ଲଙ୍ଘିବୁ ପାରାବାର ନହେଲେ ଛାଡିବୁ ସଂସାର ତୁ ସତ୍ୟ ତୁ ... ରେ ମନ ଏ ଦେହ ନଶ୍ଵର ତୁ କିନ୍ତୁ ଈଶ୍ୱର ଚାହିଁଲେ ଲଙ୍ଘିବୁ ପାରାବାର ନହେଲେ ଛାଡିବୁ ...
କିଏ ସେ ମାରିଲା ଝର କଲମକୁ ଯା'ଥିଲା ବିଶ୍ୱକୁ ଦାନ ବସିବା ହସିବା ମୋଟେ ହେଉ ନାହିଁ ଜଡ଼ ସଦୃଶ ତା' ... କିଏ ସେ ମାରିଲା ଝର କଲମକୁ ଯା'ଥିଲା ବିଶ୍ୱକୁ ଦାନ ବସିବା ହସିବା ମୋଟେ ହେଉ ନାହିଁ ...
ଯୋଗ କରିବା ପ୍ରାତଃ କାଳରୁ ସବୁ ଚିନ୍ତା ଛାଡି କର୍ମ ରେ ଆମ ମନ ଲାଗି ଥିବ ପ୍ରସନ୍ନତ... ଯୋଗ କରିବା ପ୍ରାତଃ କାଳରୁ ସବୁ ଚିନ୍ତା ଛାଡି କର୍ମ ରେ ଆମ ମନ ଲାଗି ଥିବ ...
ମୋକ୍ଷ 🙏🙏🙏 ମୋକ୍ଷ 🙏🙏🙏
ଜଗନ୍ନାଥ ହେ,ଶୁଣ ଗୁହାରି ! ଜଗନ୍ନାଥ ହେ,ଶୁଣ ଗୁହାରି !
ଭାଷା ଶିକ୍ଷା ପାଇଁ ଥରେ ଚିନ୍ତୁ ଚାହିଁ ! କି କରିବୁ କହ ଜଗତ ଗୋସାଇଁ ଡାକୁଛି ଅଜିତ ଏ ଦୁର୍ଦ୍ଦଶା ପାଇ... ଭାଷା ଶିକ୍ଷା ପାଇଁ ଥରେ ଚିନ୍ତୁ ଚାହିଁ ! କି କରିବୁ କହ ଜଗତ ଗୋସାଇଁ ଡାକୁଛି ...
ଛତିଆବଟ ଛତିଆବଟ
ପ୍ରାଣ ପଛେ ଯାଉ ମାତୃଭାଷା ରହୁ ଛାମୁରେ କରେ ଗୁହାରି, ସନ୍ତାନେ ପଢିବେ ପ୍ରାଣ ପଛେ ଯାଉ ମାତୃଭାଷା ରହୁ ଛାମୁରେ କରେ ଗୁହାରି, ସନ୍ତାନେ ପଢିବେ
ରାମାଙ୍କ କରୁଣା ସତ୍ୟରେ ପଡ଼ିବ ଭୋଟ ପରା ଲୋକତନ୍ତ୍ର ରାମାଙ୍କ କରୁଣା ସତ୍ୟରେ ପଡ଼ିବ ଭୋଟ ପରା ଲୋକତନ୍ତ୍ର
ବୀରତ୍ବରେ ଭରା ତାଙ୍କ ଇତିହାସ ସ୍ମୃତି ଗର୍ବର, ତାଙ୍କ ଔରସରେ ବୀରତ୍ବରେ ଭରା ତାଙ୍କ ଇତିହାସ ସ୍ମୃତି ଗର୍ବର, ତାଙ୍କ ଔରସରେ
ମିଳୁ ନାହିଁ ଶାନ୍ତି ଟିକେ ଅଗଣା ନା ଦାଣ୍ଡରେ ହନ୍ତସନ୍ତ ଲାଗୁଛି ଜୀବନ ଉଷ୍ଣ ପ୍ରବାହରେ । କଂକ... ମିଳୁ ନାହିଁ ଶାନ୍ତି ଟିକେ ଅଗଣା ନା ଦାଣ୍ଡରେ ହନ୍ତସନ୍ତ ଲାଗୁଛି ଜୀବନ ଉଷ...