Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Satyanarayan Sahoo

Abstract Action Classics

3  

Satyanarayan Sahoo

Abstract Action Classics

କ୍ୟାଲେଣ୍ଡର

କ୍ୟାଲେଣ୍ଡର

1 min
189



କ୍ୟାଲେଣ୍ଡରର ପୃଷ୍ଠାର ତଥ୍ୟ ଅନୁସାରେ

ଚଳନ୍ତି ସଭିଏଁ ନିଜ ନିଜର ମଧ୍ୟରେ ।

ଯେଉଁ ଦିନ ଯେଉଁ ପରବ ପାଳନ ହେବ

କ୍ୟାଲେଣ୍ଡର ଦେଖି ଅତି ଶୀଘ୍ର ଯେ ଜାଣିବ ।

ଯେତେ ବେଳେ ଯାହା ଆଜି କାଲି ପ୍ରୟୋଜନ

ତାରିଖ, ମସିହା, ବାର ନକ୍ଷତ୍ର ଓ ଦିନ ।

ଗ୍ରହ ଚଳନ, ଯେ, ପକ୍ଷ ପିତୃ ଉପାସନା

ଶ୍ରାଦ୍ଧ ଦିନ, ଧର୍ମ, କର୍ମ, ହୁଅଇ ଗଣନା ।

ବିବାହ, ଓ ଶୁଭ ଦିନ ମାଙ୍ଗଳିକ କାର୍ଯ୍ୟ

ବାର, ବେଳା, ତିଥି ଆଉ ବ୍ରତ ଉପବାସ ।

ଯହିଁରୁ ନିର୍ଭୁଲ ଭାବେ ହିସାବ ମିଳଇ

କ୍ୟାଲେଣ୍ଡର ବୋଲି ତାକୁ ଥାଉ ଆମ୍ଭେ କହି ।



Rate this content
Log in

Similar oriya poem from Abstract