Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sanatan Das

Abstract

3  

Sanatan Das

Abstract

ଗରିବ ଖୋଜୁଛି

ଗରିବ ଖୋଜୁଛି

1 min
188


ମୁଁ ସେଇ ଗରିବ, ଯିଏ

ସବୁକିଛି ଥାଇ ବି

ଡହଳ ବିକଳ ହୁଏ

ସ୍ନେହ ଟିକେ ପାଇଁ.......।


ମୁଁ ସେଇ ଗରିବ, ଯିଏ

ଆଜିର ସ୍ୱାର୍ଥପର ଦୁନିଆରେ

ଖୋଜୁଛି ନିଃସ୍ୱାର୍ଥପର ଭଲ ପାଇବା...।


ମୁଁ ସେଇ ଗରିବ, ଯିଏ

ଆଜିର ଅବିବେକି ମଣିଷ ପାଖରେ

ଖୋଜୁଛି ଦୟାର ମାନବିକତା....।


ମୁଁ ସେଇ ଗରିବ, ଯିଏ

ଦୁଃଖ ରେ ଥାଇ ଖୋଜୁଛି

କାହାର ଦରଦୀ ହାତର ପରଶ ...।


ମୁସେଇ ଗରିବ,ଯିଏ

ଖୋଜୁଛି ଚିଠିର ମହକ,

ମୋବାଇଲ ର ଆଗମନରେ...।


ମୁଁ ସେଇ ଗରିବ, ଯିଏ

ଦୁନିଆର ଅନ୍ଧ ଗଳି ରେ

ବାଡି ହଜାଇ ଥିବା

ଅସହାୟ ଅନ୍ଧ ଟିଏ,

ଆଜୀବନ ଖୋଜିବୁଲୁଚି

ସାହାରା ରୂପକ ତାର

ପୁରୁଣା ଆଶା ବାଡିକୁ....।।


Rate this content
Log in

Similar oriya poem from Abstract