Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଅଜୟ କୁମାର ବେହେରା

Abstract

3  

ଅଜୟ କୁମାର ବେହେରା

Abstract

କୋକିଳ

କୋକିଳ

1 min
345


କେଉଁ ମୂଲକରେ ଲୁଚିଗଲ ତୁମେ

ତୁମକୁ ଦେଖି ପାରୁନି

ରାତିସାରା ଆଜି ଉଜାଗର ରହି

ଟିକିଏ ବି ମୁଁ ଶୋଇନି ।

ତଥାପି ଖୋଜି ପାଉନି ।।

ଏତେ ସ୍ୱାଭିମାନ କାହିଁକି ତୁମର

କିଛି ବି ବୁଝି ହେଉନି

କେଉଁ ଦୋଷ କଲି ଗଲ ତୁମେ ଚାଲି

ବିରହ ସହି ପାରୁନି ।

ତଥାପି ଖୋଜି........।।




Rate this content
Log in

Similar oriya poem from Abstract