Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Gouri Panda

Abstract Others

3  

Gouri Panda

Abstract Others

ଗରିବ

ଗରିବ

1 min
280


ଗରିବ ଜନମ ନୁହେଁ କର୍ମ ଆମ

ଭାଗ୍ୟ ତା ଖେଳୁଛି ଭାଗ୍ୟ ଆମ ବାମ।

ଭାଗ୍ୟ ର ଖେଳରେ ମଣିଷ ହାରୁଛି।

ଗରିବ ବୋଲି ଉପହାସ କରୁଛି।

ଗରିବ ହୋଇବା ଅଭିଶାପ ଏକ

ଗରିବର ଏଠି ଅଛି କିସ ଟେକ?

ଗରିବର ନାହିଁ ମାନ ସନମାନ

ହୋଇଥାଏ ସଦା ଗରିବ ଟି ହୀନ।

ପ୍ରକୃତି ର ମାଡ ଗରିବ ଉପରେ

ମାରିଥାଏ ଲାତ ଗରିବ ପେଟରେ।

କାହିଁକି ରଖିଛ ପ୍ରଭୁ ଗରିବକୁ

ହୀନ ଭାବନା ଆସୁଛି ଏ ମନକୁ।

ପ୍ରଭୁ ପାଦେ ମୋର ନିବେଦନ ଏହି

ଏ ଗରିବ ଜନମ ଆଉ ଦିଅନାହିଁ।



Rate this content
Log in

Similar oriya poem from Abstract