Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

PRANATI MAHAPATRA

Abstract

3  

PRANATI MAHAPATRA

Abstract

ଗୁହାରି ଶୁଣ ବାରେ

ଗୁହାରି ଶୁଣ ବାରେ

1 min
345



ପତିତପାବନ ନାମରେ ତୋହର

    ଜଗତ ଉଡାଏ ବାନା,

ମୁଁ ପତିତ କାହିଁ ତୋ କରୁଣା ରେଣୁ

    ମୋ ପାଇଁ ଯେ ଏତେ ଉଣା;

ତୋର ବଡଦାଣ୍ଡ ଧୂଳି କଣିକାଟେ

    ବାଜିନି ମୋହର ପାଦେ ,

ଜଗତ କହୁଛି ତୋର ଡୋର କାଳେ

     ଲାଗିନି ମୋହରି ହୃଦେ ।

ନୀଳାଦ୍ରୀ ବିହାରୀ କରୁଣାର ବାରି

     ଯଦି ସିଞ୍ଚିଦିଅ ଥରେ,

ନିଷ୍ଠୁର ନ ହୋଇ ନେତ୍ର ଖୋଲି ତବ

    ଗୁହାରି ଶୁଣିବ ବାରେ ।



Rate this content
Log in

Similar oriya poem from Abstract