STORYMIRROR

Reeta aparajeeta Mohanty

Abstract

3  

Reeta aparajeeta Mohanty

Abstract

ପଞ୍ଚୁକ - ରୀତା ଅପରାଜିତା

ପଞ୍ଚୁକ - ରୀତା ଅପରାଜିତା

1 min
191

ଯେବେ ଘରେ ହୁଏ ପଞ୍ଚୁକ ବୋଉ ପାରେ

ଚଉଁରା ପାଖରେ ତିନି ଠାକୁରଙ୍କ ଚିତ୍ର

ଜଗନ୍ନାଥ ଙ୍କ ମନଲୋଭା ମୁରୁଜ

ମା ଲକ୍ଷ୍ମୀ ଙ୍କ ପ୍ରିୟ ପଦ୍ମ ଫୁଲ ମତେ ଲାଗୁଥିଲା ଭଲ

ସେ ଅରୁଆ ଭାତ ହବିଷ ଡାଲମା ର

ସ୍ୱାଦ ଥିଲା ବହୁତ ନିଆରା

ବିନା ପିଆଜ ରଶୁଣ ରେ ବି ଏତେ ସ୍ୱାଦ ଥିଲା

ମୁଁ ବି କରୁଛି ଓଷା

ମୁଁ ପକlଉଛି ମୁରୁଜ

ହେଲେ କିଛି ତ କମ ଅଛି

ବୋଉ ପରି ମୁଁ କଣ ହେଇ ପାରିଛି

ତଥାପି ଆମ ପର୍ବ ପରମ୍ପରା କୁ ମାନି ଆସିଛି

ଆଉ ମାନୁଥିବି

ମୋ ଅନ୍ତିମ ସମୟଯାଏଁ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract