Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Devipriya Das

Tragedy Action Classics

3  

Devipriya Das

Tragedy Action Classics

କୁସଂସ୍କାର ଓ ଅନ୍ଧବିଶ୍ୱାସ

କୁସଂସ୍କାର ଓ ଅନ୍ଧବିଶ୍ୱାସ

1 min
287



ଆମେ ଏକବିଂଶ ଶତାବ୍ଦୀରେ

 କାଟିବି ଜୀବନ ତଥାପି ବି

ଆମ ବିଶ୍ବାସ  ରେ ଏବେବି

ରହିଆସିଛି ସେହି ଉନବିଂଶ

ଶତାବ୍ଦୀ ର  କୁସଂସ୍କାର ଓ

ଅନ୍ଧବିଶ୍ୱାସ ହେଉଛି

ଆଜି ବି  ଆମ ସମାଜରେ ପ୍ରତିଷ୍ଠିତ।

ବିଜ୍ଞାନ ଯୁଗର ଆମେ ସ୍ବାଧୀନ ମନୁଷ୍ୟ

 ବୋଲି ଆମେ ଯେତେ  ବି 

ପିିିଟିଲେ ବି ଡିଣ୍ଡିମା କିନ୍ତୁ

ଆମର ଏ ସମାଜ ଓ ଚିନ୍ତାଧାରା ରେ

ଆଜି ବି ସ୍ପଷ୍ଟ ଭାବରେ

ପ୍ରତିିଫଳିତ ହେେଉଛି।

ଝିଅଟା ହେଲେ ଆଜିବି

ପୁୁଅ ହେଲା ନି ବୋଲି 

 କେତେ ଯେ ଭାାଲେଣି ପରିବାର 

ରେ ପଡ଼ିଯାଏ ଆଉ ସେ

ଝିଅ କୁ ପ୍ରତି ମୂହୁର୍ତ୍ତ ରେ

ବହୁତ୍ ଜିନିଷ ର ହେବାକୁ

ପଡେ ଶିକାର ଓ କୁସଂସ୍କାର

ଦ୍ୱାହି ଦେଇ ସେ ଝିଅ ହୁଏ

ବହୁତ୍ ଲାଞ୍ଛନା ର ଶିକାର।

 ବାଲ୍ୟ ବିବାହ, ଗୁଣିଗାରେଡି

ଓ ପଶୁ ଓ ଶିଶୁ ବଳି ପରି

 ଜଘନ୍ୟ କୁସଂସ୍କାର ଓ ଅନ୍ଧବିଶ୍ୱାସ

ଆଜି ବି  ଆମ ସମାଜରେ 

ହେେଉଛି ପ୍ରତିଷ୍ଠିତ।

ବିଜ୍ଞାନ ଯୁଗର ଲୋକ

ହୋୋଇବି ଆମେମାନେ 

ଆଜି ବି  ଅନ୍ଧବିଶ୍ୱାସ କୁ 

କରୁଛନ୍ତି ଆମେ ପ୍ରୋତ୍ସାହନ।

କରେ ମୁଁ ବିନତି  ମୋ

 ଶିକ୍ଷିତ ଭାଇଭଉଣୀ ଙ୍କୁ

ଆସ ଆମେ ଏକଯୁଟ୍ 

 ହୋଇ ଏ କୁସଂସ୍କାର ଓ

ଅନ୍ଧବିଶ୍ୱାସ କରିବା  ଆମ

ସମାଜରୁ ମୂଳପାଟନ।


Rate this content
Log in

Similar oriya poem from Tragedy