STORYMIRROR

Subhendu Das

Tragedy

3  

Subhendu Das

Tragedy

ଦ୍ୱିତୀୟ ଲହର

ଦ୍ୱିତୀୟ ଲହର

1 min
215


ସହର ବଜାର ଶୁନ୍ ଶାନ 

କରୋନା ସଂକ୍ରମଣର ଦ୍ୱିତୀୟ ଲହର

ସ୍ଥିତି ସଂଗୀନ, ଗ୍ରାଫ ଉତ୍ତର ମୁଖୀ

ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ନାଇଟ୍ କଫ୍ୟୁ ।


କଫ୍ୟୁ ରାତି ହେଉ କିମ୍ବା ଦିନ 

ଜରୁରୀ କାଳୀନ କାଯ୍ୟପାଈଁ ଖୋଲାଅଛି

ଅମାନିଆ ମାନଙ୍କୁ ତାଗିଦ ,ଶୃଖଂଳ

ଆଇନଗତ କାର୍ଯ୍ୟାନୁଷ୍ଠାନ ତତ୍କାଳୀନ ।


ନିଜେ ସୁସ୍ଥ ରହିବା,ମାସ୍କ ପିନ୍ଧିବା 

ସାମାଜିକ ଦୂରତ୍ୱକୁ ସମ୍ମାନ ଦେବା 

ନିଜେ ଟିକାନେବା, ଅନ୍ୟକୁ ପ୍ରେରଣା ଦେବା 

ଟିକାକରଣରେ ସହଯୋଗ କରିବା  ।


ମଣିଷ ଏକ ସାମାଜିକ ପ୍ରାଣୀ 

ଏ ସମାଜ ଆମକୁ ଅନେକ କିଛି ଦେଇଛି

ସହଯୋଗର ହାତ ଅଭିପ୍ରେରିତ ହେଉ

ସୃଷ୍ଟି ନିରୋଗ ସୁନ୍ଦର ମଧୁମୟ ହୋଇଯିବ ।



Rate this content
Log in

Similar oriya poem from Tragedy