କ୍ଷତ
କ୍ଷତ
କ୍ଷତାକ୍ତ ମନଟା ଯେବେ ଲାଗେ
ବେଳେ ବେଳେ, ଭସ୍ମ ଆଉ ପାଉଁଶ
ତଫାତ ଯେମିତି, ବିଭୁତି ଆଉ ଆହୁତି
ତଫାତ ଯେମିତି, ମୁଁ ପଢ଼ିଛି ଅପଢା ଚିଠିଟା
ମୁଁ ଗଢିଛି ଅଧା ଗଢ଼ା ମହଲଟା ମୁଁ ଶୁଣିଛି
ଵୁଝିଛି ତାଡନା ଦାନବର, ମୁଁ ଵୁଝିଛି ସ୍ୱର
ମାନବର, ଏ କଥା କହେ ସ୍ୱର ମୋର
ଆତ୍ମାର, ଜୀବନ ମୋର ନୁହେଁ
ନିଦ ହଜି ଯାଏ ଯେବେ, ସ୍ବପ୍ନ
ଉଡ଼ିଯାଏ ଯେବେ, ମନଟା ମୋର
ପକ୍ଷୀଟିଏ ଆହତ କ୍ଷତ ଵିକ୍ଷତ ।