କ୍ଷମାକର
କ୍ଷମାକର
ତମେ ଯାହା ଚାହିଁଥିଲ ମୋଠାରୁ
ମୁଁ ତୁମକୁ ଦେେଇ ପାରି ନାହିଁ ା
ଅନେକ ଆମ ସମୟର
ଲୋକ ଚାଲି ଗଲେେଣିି
ନଦୀ ସେମିତି ବହି ଚାଲିଛିି
ଉଡି ଗଲେଣି ମାଛରଙ୍କା ପକ୍ଷୀ
ମୁଁ କିନ୍ତୁ ହିସାାବ କରୁୁଛି
ପିଠିର ଦରଜ ପେଟର ଭୋକ ଜାଳା
ମୋ ରକ୍ତଚାପ ଦେଖୁୁଛି ଦିିନରାତି ା
ମୋର ଆଖିିର ବୁୁନ୍ଦାକୁ
ମୋର ପରିିବାରର ସମସ୍ତଙ୍କୁ
ସାଇତି ରଖିଛି ମୋ କ୍ଯାମେରା ଭିତରେ
ଏହା ଛଡା ମୁଁ ଆଉ କଣ କରି ପାରିବି ଯେ ?
ତମେ ବୁଝି ପାରିବ କି ?
ବିଫଳତାର ମାନେ କଣ ?
ମୋର ସମସ୍ତ ବିିଫଳତାକୁ
ଆଜି ଟେକି ଦେଇଛି ତୁମ ହାାତରେ
ଦେଇ ପାରିଲି ନାହିିଁ ବୋଲି ଅଧିକ କିଛି
କ୍ଷମା କରିବନିି ମୋତେ ......
