STORYMIRROR

BULU BEHERA

Action Inspirational Children

3  

BULU BEHERA

Action Inspirational Children

କରୋନା ସଚେତନ ବାର୍ତ୍ତା

କରୋନା ସଚେତନ ବାର୍ତ୍ତା

1 min
353


ଦୁଇ ଏକେ  ଦୁଇ

ହାତକୁ  ଧୋଇବି  ମୁହିଁ l(1)


ଦୁଇ ଦୁଗୁଣେ ଚାରି,

ମୁହଁରେ ହାତ  ନ ମାରି l(2)


ଦୁଇ ତିରିକି ଛଅ,

ପଦାକୁ  କେହି ନ ଯାଅ l(3)


ଦୁଇ ଚଉକୁ  ଆଠ,

ଘରେ ବସି  ପଢ଼  ପାଠ  l(4)


ଦୁଇ ପଞ୍ଚା  ଦଶ,

କରୋନା  ହୋଇବ  ନାଶ  l(5)


ଦୁଇ  ଷୋକୋ  ବାର,

ରହିଲେ  ସଫା ସୁତର  l(6)


ଦୁଇ ସତା  ଚଉଦ,

ରୋଗକୁ  ନାହିଁ ଔଷଧ  l(7)


ଦୁଇ ଅଷ୍ଟା ଷୋହଳ,

ସଚେତନ  ହି କେବଳ  l(8)


ଦୁଇ ନୂଆଁ  ଅଠର,

ସତର୍କ  ହିଁ ମୂଳ  ମନ୍ତର  l(9)


ଦୁଇ ଦଶା  କୋଡିଏ,

ପାଳିବା ଆସ  ସଭିଏଁ  l(10)


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action