Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Mr.GAGAN BIHARI NAYAK

Horror Action Fantasy

3  

Mr.GAGAN BIHARI NAYAK

Horror Action Fantasy

କରୋନା ଓ ବିଚଳିତ

କରୋନା ଓ ବିଚଳିତ

1 min
349


କରୋନାକୁ ଜମା ଡରନା

ପ୍ରତିଷେଧକ କୁ କେବେ ଭୁଲନା ।


ହାତକୁ ଧୋଇବା ପାଇଁକି

ସାବୁନ ସାଥିରେ ନେଇକି ।


ଭୁତାଣୁକୁ ରଖ ଦୂରେଇ

ଚଳ ସଚେତନ ହୋଇକି।


ମୁହଁରେ ମାକ୍ସ ଲଗେଇ

ଗହଳିରୁ ରହି ଦୂରେଇ ।


ଗରମ ଖାଇବା ଅଭ୍ଯାସ

ରଖିଥିଲେ ହେବ ସାବାସ୍।


ନହେବ କେବେ ଚିନ୍ତିତ

ରୋଗ ଭଲ ହେବ ନିଶ୍ଚିତ।


ସମୟକୁ ଦେଇ ଗୁରୁତ୍ବ

ସୁସ୍ଥ ହେବ ଏହା ସତତ।


ବିଚଳିତ କେବେ ନ ହୋଇ

ରୋଗ ହେଲେରହ ଦୂରେଇ।


ଏକାନ୍ତରେ ରହି ସ୍ବଗୃହେ

ଔଷଧ ଖାଅ ନିଃସନ୍ଦେହେ।


ଡାକ୍ତର ଖାନାକୁ ଯିବାକୁ

ଶହେ ଆଠକୁ ଡାକନ୍ତୁ ।


Rate this content
Log in

Similar oriya poem from Horror