କରୋନା ଭ୍ୟାକ୍ସିନ ଆଗ
କରୋନା ଭ୍ୟାକ୍ସିନ ଆଗ
ଆଜି ଭଳି ଦିନେ ପୂଜା କରିବାକୁ
ଆସିଛି ମା ଲୋ ଆଣି,
ଭୋଗ କରିଦବୁ ପାରାସିଟାମଲ
ଇଞ୍ଜେକ୍ସନ ମାକ୍ସ ପୁଣି ।
ଫଳ ମୂଳ ଦୁର ଶୁଣିଲେ ଆମର
ବୁଡ଼ି ଯାଏ ମା ଭେଳା,
ମାଗଣାରେ ସବୁ ଆଣିଛି ବୋଲି ମୁଁ
କହିବୁନି ମତେ ପଲା ।
ଦେଖୁଚୁ କେମିତି ଗ୍ରାସିଲାନି ଏଠି
ମନୁଷ୍ୟ ଦେହରେ ରୋଗ,
ଦୟାକରି ମା ନେଇଯାଅ ତୁମେ
କରୋନା ଭ୍ୟାକ୍ସିନ ଆଗ ।
