STORYMIRROR

Kajol Panda

Tragedy Inspirational

3  

Kajol Panda

Tragedy Inspirational

ବାପା

ବାପା

1 min
330

ଯେତେବେଳ ପର୍ଯ୍ୟନ୍ତ ବାପା ନାମକ

ଶବ୍ଦ ତୁମ ପାଖରେ ଅଛିନା ସେ 

ପର୍ଯ୍ୟନ୍ତ କଣ୍ଟା ଫୁଲ ପ୍ରାୟ ହୋଇଯିବ

ବୁଢ଼ା ବରଗଛ ଫଳ ଦିନ ଦେଇ

ପାରିବନି କିନ୍ତୁ ପ୍ରଚଣ୍ଡ ଖରାରେ ଟିକେ

ଛାଇ ତ ପ୍ରଦାନ କରିପାରିବ  


Rate this content
Log in

Similar oriya poem from Tragedy