STORYMIRROR

Kajol Panda

Tragedy Inspirational

3  

Kajol Panda

Tragedy Inspirational

ବାପା

ବାପା

1 min
391

ମାଡ଼ ମାରି ଯିଏ ଆକଟ କରନ୍ତି

  ପଛରେ ଡାକନ୍ତି ଧନ 

ମୁଣ୍ଡକୁ ଆଉଁସି କୋଳରେ ବସେଇ 

  ଦିଅନ୍ତି ଅନେକ ଜ୍ଞାନ 


ସମାଜ କଲ୍ୟାଣ ପାଇଁ ସଦା ଯିଏ

  ଆମକୁ ଶିଖାନ୍ତି ଏଠି

ଆମ ପାଇଁ ମୁଠେ ଦାନା ସଞ୍ଚିବାକୁ 

  ଦାଦନ ଖଟନ୍ତି ସେଠି


 ତାଙ୍କ ସମକକ୍ଷ କେହି ନୁହେଁ ଏଠି

  ସୃଷ୍ଟିରୁ ହୋଇଛି ପାପ 

ସେହି ବ୍ୟକ୍ତି ଆମ ଚଳନ୍ତି ଦେବତା

  ଅଗ୍ର ପୂଜନୀୟ ବାପା



Rate this content
Log in

Similar oriya poem from Tragedy