STORYMIRROR

Kajol Panda

Abstract Tragedy Inspirational

3  

Kajol Panda

Abstract Tragedy Inspirational

ସ୍ନେହ

ସ୍ନେହ

1 min
310

ସ୍ନେହ ନୁହେଁ ଏକ ଭସା ବାଦଲ 

ଆକାଶେ ମିଳେଇ ଯିବ

ସ୍ନେହ ନୁହେଁ ଏକ ଅମାବାସ୍ୟା ରାତି 

ପୂର୍ଣ୍ଣିମାରେ ଲିଭି ଯିବ

ସ୍ନେହ ନୁହେଁ ଏକ ଧାରା ସିରାବତ 

ମାସ କରେ ଚାଲି ଯିବ 

ସ୍ନେହ ନୁହେଁ ଏକ ମାଟିର କଣ୍ଢେଇ

ଭାଙ୍ଗି ଦେଲେ ଭାଙ୍ଗି ଯିବ

ସ୍ନେହ ନୁହେଁ ଏକ ଲାଜକୁଳୀ ଲତା 

ଛୁଇଁ ଲେ ମଉଳି ଯିଵ

ସ୍ନେହ ଅଟେ ଏକ ସ୍ଵଚ୍ଛ ମନ୍ଦାଗିନି ଧାରା

ସ୍ରଦା ହୃଦେ ରହିଥିବ

ସ୍ନେହ ଯେ ଅଟଇ ଅଭୁଲା ସ୍ମୃତି

ଅକ୍ଷୟ ଅମର ଥିବ।



Rate this content
Log in

Similar oriya poem from Abstract