STORYMIRROR

Kajol Panda

Tragedy Inspirational

3  

Kajol Panda

Tragedy Inspirational

ୟାକୁ ହିଁ କୁହନ୍ତି ପୁଅ

ୟାକୁ ହିଁ କୁହନ୍ତି ପୁଅ

1 min
409

କାହିଁକି ଏମିତି  ଅଭିମାନ କରି 

  ବସି ରହିଅଛୁ ମାଆ

ସକାଳ ପହରୁ  କିଛି ଖାଇନାହୁ 

  ଖୁଆଇ ଦେବି ମୁଁ ଆ !


ବୋହୂ ତତେ କଣ ରାଗରେ ଟିକିଏ

  କହିଦେଲା ବୋଲି ଆଜି,

ମନ ଦୁଃଖ କରି  ଯେମିତି ବସିଛୁ

  ପୁଅ ଯାଇଛି ତୋ ହଜି !


ଦିନେ ନ ଖାଇଲେ ଆକଟ କରି ତୁ

  ନେଉଥିଲୁ ମତେ ଭିଡ଼ି,

ଆଜି କେମିତି ମୁଁ  ଖାଇଦେବି କହ

  ଉପାସରେ ତତେ ଛାଡ଼ି। ।



Rate this content
Log in

Similar oriya poem from Tragedy