STORYMIRROR

Dipti lekha Mishra

Inspirational

3  

Dipti lekha Mishra

Inspirational

କ୍ରିଷ୍ଣା

କ୍ରିଷ୍ଣା

1 min
208

କୄୄୄୄୄୄୄୄଷ୍ଣବାଇ କ୍ରିଷ୍ଣା ବୋଲି ଥିଲା ଏକ ନାରୀ

ନଥିଲା ସେ ଦୁନିଆରେ କା ବଇରୀ

ତଥାପି ଲୋକଙ୍କ ଅବୁଝା ଦୁଇ ଆଖି

ନିଶ୍ଚିହ୍ନ କଲେ ତାକୁ ନିମିଷକେ ସର୍ବୋପରି॥


ଜନମ ହେଲା ବେଳକୁ ସଭିଙ୍କ ତୁଣ୍ତରେ

କ୍ରିଷ୍ଣା ନାମ ବାଜୂଥିଲା ସୁନ୍ଦର ସ୍ୱରରେ

ଏବେ ସେ କ୍ରିଷ୍ଣା ନାମ ହେଲା ଅପସରୀ

ମନ କିଣି ନେଉଥିଲା ଅଭଦ୍ର ଭାବରେ॥


ଧର୍ମ କି ଅଧର୍ମ ଆଉ ଚିନ୍ତିଲେନି ଜଣେ କେହି

ବସ୍ତ୍ର ଉତ୍ତାରିଣ ତାକୁ କଲେ ଯେ ଉଲଗ୍ନ

ଏ ଆମ ଭାରତଖଣ୍ତେ ପାଏ ନାହିଁ ଶୋଭା

ମତ୍ତିଗତିରେ ରହିବାକୁ ହେବ ସଦା ମଗ୍ନ॥


ସେ ନାରୀ ଶେଷରେ ପାଲଟିଲା କାଳିଦୂର୍ଗା

ପ୍ରତିଶୋଧ ନେଲା ଛାଡି ଏକ ହୁଙ୍କାର

ରଡି ଶୁଣି ସବୁ ଦୁଷ୍ଟ ଲୁଚାଲୁଚି ଖେଳିଲେ

ଏମିତି ହିଁ ଅଟେ ସେ ନାରୀ ସଂସାର॥


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational