STORYMIRROR

Prasanta kumar Hota

Romance

3  

Prasanta kumar Hota

Romance

କଳ୍ପନାରେ -୨୧

କଳ୍ପନାରେ -୨୧

1 min
14.5K


ପ୍ରେମ ଅନୁରାଗେ ହାତ ଧରେ ଯେବେ

ଗୁଞ୍ଜରିତ ହୁଏ ଧ୍ଵନି

ଜାଣି ପାରେ ନାହିଁ କେଉଁଠୁ ଆସୁଛି

ହୃଦୟର ଅନ୍ତଃ ବହ୍ନି।

ତୁମ ପ୍ରୀତି କଥା ଲାଗେ ମଧୁ ମଧୁ

ହାତ ହୁଏ ହଡବଡି

ନୟନରେ ସ୍ଵପ୍ନ ଦେଖୁଥାଏ ସତେ

ଆଲିଙ୍ଗନେ ଦେବି ଭିଡି।

କଥା ସରିଯାଏ ବେଳ ବୋହିଯାଏ

ପ୍ରତ୍ୟାଶାରେ ପ୍ରୀତି ରହେ

ପ୍ରଣବାସିକ୍ତର ସାନ୍ଧ୍ୟ ସମୀରଣେ

ପୀରତି ମୋ ଅବଗାହେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance