STORYMIRROR

Prasanta kumar Hota

Romance

3  

Prasanta kumar Hota

Romance

କାକରା ପିଠାରେ ପ୍ରୀତି ଲାଳସା

କାକରା ପିଠାରେ ପ୍ରୀତି ଲାଳସା

1 min
144


କହିଦେଲି ବୋଲି ଗଲ କି ବିସ୍ମରି କହିଥିବା ତୁମ କଥା କାକରା ପିଠାରେ ରହିଛି ଲାଳସା ନଦେଲେ କି ଯିବ ବ୍ୟଥା ।

ଦୁଃଖ ନାହିଁ ମୋର କାକରା ପିଠାରେଦୁଃଖ ମୋତେ ତୋର ଚିନ୍ତାଲୋତକ ମୁଁ କାହିଁ ଝରାଇବି କହ ପିଠା କିବା ପ୍ରୀତି ନିଷ୍ଠା। 

ଅଭିମାନ ମୋର ପିଠା ପାଇଁ ନୁହେଁ  ତୁମ ପାଇଁ ଅଛି ଯେତେ ମୋ ପ୍ରୀତି ବ୍ୟଥାକୁ ବୁଝି ପାରିଲନି ଅଭିମାନ ଲାଗେ ମୋତେ ।

ଦବିଯାଏ ମୋର ଅନ୍ତର ଅଭିପ୍ସା କହିବାକୁ କିଛି ତୋତେ କାହିଁକି କହିବି କହିଲେ କି ଯିବି ତୋ ପ୍ରୀତି ପଥର ପଥେ।

ଏ ମନ ଅମନ ହେଉନାହିଁ ଧ୍ୟାନ ପଥ ହୁଡିଲାଣି ମାନ ହେଲି କି ଅଧମ ପିଠା ପାଇଁ ବାମ ନୁହେଁ କିବା ତୋର କ୍ଷମ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance