Liza Senapati

Abstract

3.0  

Liza Senapati

Abstract

କଳଙ୍କି

କଳଙ୍କି

1 min
201


ମୁଁ କଳଙ୍କି ଟିଏ,

କେବେ ଜହ୍ନରେ କଳଙ୍କ,

କେବେ ପ୍ରେମରେ କଳଙ୍କ,

ମୁଁ ଅସଜଡା ଜୀବନର ,

ଦିଗହରା ପଥ ଟିଏ।

ଅଦରକାରୀ ମଣିଷ ଟିଏ,

ମୋ ସୁନ୍ଦର ପୃଥିବୀରେ।


Rate this content
Log in

Similar oriya poem from Abstract